‘ବନ୍ଦେ ଉତ୍କଳ ଜନନୀ’ ପାଇଁ କମିସନରେଟ ପୁଲିସର ବ୍ୟାପକ ପ୍ରସ୍ତୁତି : ୩ ମିନିଟ୍‌ ପୂର୍ବରୁ ଟ୍ରାଫିକ ପୋଷ୍ଟରେ ରେଡ୍ ସିଗନାଲ୍‌

ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲାଗି ଆଜି ଅପରାହ୍‌ଣ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିବା ପରେ ବ୍ୟାପକ ପ୍ରସ୍ତୁତି ହୋଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସୂଚନା ଅନୁସାରେ, ଭୁବନେଶ୍ୱରର ସବୁ ପ୍ରମୁଖ ଟ୍ରାଫିକ ଛକରେ ସଙ୍ଗୀତ ଗାନ କରାଯିବ। ଠିକ୍ ଏହାର ୩ ମିନିଟ ପୂର୍ବରୁ ଅର୍ଥାତ୍ ୫ଟା ୨୭ରେ ଟ୍ରାଫିକ୍‌ … Continue reading ‘ବନ୍ଦେ ଉତ୍କଳ ଜନନୀ’ ପାଇଁ କମିସନରେଟ ପୁଲିସର ବ୍ୟାପକ ପ୍ରସ୍ତୁତି : ୩ ମିନିଟ୍‌ ପୂର୍ବରୁ ଟ୍ରାଫିକ ପୋଷ୍ଟରେ ରେଡ୍ ସିଗନାଲ୍‌